Omschrijving

ଡ଼ଃ ଦିପ୍ତିରଞ୍ଜନ ବେହେରା ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟ, ଜମାଇକାରେ ଗଣିତ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ । ସେ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ବେଣ୍ଟପଦା ଗ୍ରାମରେ ୧୯୮୮ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲାଟିଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅହେତୁକ ରୁଚି ରଖୁଥିବା ଡ଼ଃ ବେହେରା ନିଜର ମନର ଭାବନାକୁ ଶବ୍ଦ ମାଧ୍ୟ୍ୟମରେ ପ୍ରକାଶ କରିବାର ପ୍ରଥମଥର ସୁଯୋଗ ପାଆନ୍ତି ବାଙ୍କୀ ମହାବିଦ୍ୟାଳୟରେ ପଢିବା ସମୟରେ । ତାପରଠାରୁ ଅଦ୍ୟାବଧି ସେ ବିଶେଷ କରି କବିତା ମାଧ୍ୟମରେ ସାହିତ୍ୟ ସାଧନା କରିବାର ପ୍ରୟାସରେ ଅନବରତ ଭାବେ ନିଜକୁ ଲିପ୍ତ ରଖିଛନ୍ତି । ସରଳ ଭାଷାରେ ନିଜର କୃତିକୁ ସାଧାରଣ ପାଠକ ମାନଙ୍କର ନିକଟତର କରାଇବା ପାଇଁ ସେ ସର୍ବଦା ଚେଷ୍ଟିତ । ଓଡ଼ିଆ ସାହିତ୍ୟର ଅବିବୃଦ୍ଧି ନିମନ୍ତେ ସମସ୍ତେ ଅଧିକରୁ ଅଧିକ ରଚନାତ୍ମକ ଲେଖା ପଢିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି । ସମାନ୍ତରାଳ ଭାବରେ ଡ଼ଃ ବେହେରା ନିଜକୁ ଗଣିତ ବିଜ୍ଞାନର ଗବେଷଣାରେ ମଧ୍ୟ ଜଡିତ ରଖିଛନ୍ତି । ତାଙ୍କଦ୍ୱାରା ପ୍ରକାଶିତ ଅନେକ ଗବେଷଣାତ୍ମକ କୃତି ଜାତ

Kenmerken

Artikelnummer9300000026355025
EAN1230004537021
CategorieDigital Reading
ProductgroepBoeken
SegmentTextual/Printed/Reference Materials
Prijs Nederland€ 1,96
Prijs België€ 1,96
Verzendkosten NLGratis
Verzendkosten BEGratis
Levertijd NederlandMorgen in huis
Levertijd BelgiëMorgen in huis
VerkoperPartner

PREMA O JIBANA bestellen bij snelkeus

Koop PREMA O JIBANA van Onbekend online in de categorie Digital Reading. Prijs € 1,96, levering in Nederland · Morgen in huis.